କଳିଙ୍ଗା Kaḻiṅgā
- ଦେ. ବି. (ସଂ. କଳିଙ୍ଗ) — ଦାକ୍ଷିଣାତ୍ୟରୁ ଏ ଦେଶକୁ ଅଣାଯିବା ଏକପ୍ରକାର ବଡ଼ ବଳଦ — A breed of big bullocks imported from the Deccan
- ଦେ. ବି. (ସଂ. କଳିଙ୍ଗ) — ଦକ୍ଷିଣଦେଶରୁ ଆନୀତ ଏକପ୍ରକାର ବଡ଼ ଗାଈ — A breed of big cows imported from the Deccan
- ସଂ. ବି. ସ୍ତ୍ରୀ — ନିତମ୍ବିନୀ ସ୍ତ୍ରୀ; ସୁନ୍ଦରୀ ସ୍ତ୍ରୀ — A women with beautiful tight and round hips; a beautiful woman (M.W.)
- ସଂ. ବି. ସ୍ତ୍ରୀ — ତ୍ରିବୃତ୍; ତିଉଡ଼ିଲତା — A creeper; Opomea Turpethum
- ଦେ. ବିଣ — କଳିଙ୍ଗ ଦେଶ ଜାତ — Pertaining to the Kaḻiṅga country
- ଦେ. ବିଣ — ଦେଶୀ ବାଛୁରୀ ଅପେକ୍ଷା ବଡ଼ ଓ ପୁଷ୍ଟ (ବାଛୁରୀ) — (calf) Bigger than country-calves
- ଦେ. ବିଣ — (ଯଥା—ଏ ବର୍ଷ ଆମ ଗାଈ ଗୋଟିଏ କଳିଙ୍ଗା ବାଛୁରୀ ପକେଇଛି।)