କଳାମେଘୀ Kaḻāmeghī

  • ଦେ. ବି — କଳାମେଘ ପରି ବର୍ଣ୍ଣବିଶିଷ୍ଟ ଏକ ପ୍ରକାର ଶାଢ଼ୀ — A cloth of the colour of dark clouds; worn by females
  • ଦେ. ବିଣ. — କଳାମେଘର ବର୍ଣ୍ଣବିଶିଷ୍ଟ — Of the colour of black cloud