କଳାମାଣିକ Kaḻāmāṇika

  • ଦେ. ବି. (ସଂ. କାଳ+ ମାଣିକ) — କୃଷ୍ଣ — Ṡrīkṛushṇa
  • ଦେ. ବି. (ସଂ. କାଳ+ ମାଣିକ) — ଯଶୋଦାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ସଂବୋଧନ — One of the names by which J̄aṡodā was fondling Ṡrīkṛushṇa
  • ଦେ. ବି. (ସଂ. କାଳ+ ମାଣିକ) — ନିଧନଶଙ୍ଖାଳି ତୁ ମୋ ଦରିଦ୍ରପସରା। ଅନ୍ଧଲଉଡ଼ଡି ବାବୁରେ ହୃଦରତ୍ନହାରା। କଳାମାଣିକରେ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
  • ଦେ. ବି. (ସଂ. କାଳ+ ମାଣିକ) — [ଦ୍ର—ମାଣିକ ଶୁକ୍ଳ ଓ ଉଜ୍ଜ୍ୱଳ, କିନ୍ତୁ ଶ୍ରୀକୃଷ୍ଣଙ୍କ ବର୍ଣ୍ଣ କଳା ଥିବାରୁ ତାଙ୍କୁ ବାତ୍ସଲ୍ୟରେ ଏ ସମ୍ବୋଧନ କରା ଯାଇଅଛି; ପ୍ରିୟ ଶିଶୁ ପ୍ରତି ବାତ୍ସଲ୍ୟ ସଂବୋଧନରେ ଏ ଶବ୍ଦ ପ୍ରଯୁଜ୍ୟ ହୁଏ।]
  • ପ୍ରାଦେ. (ଗଞାମ) ବି. (ବୈଦିକ) — କ୍ଷିରସମୁଦ୍ର ଗୁଳ୍ମ (ଦେଖ) — Kshirasamudra plant (See)