କଳାଭୃତ୍ Kaḻābhṛut

  • ସଂ. ବି. (କଳା+ଭୃ ଧାତୁ=ପୋଷଣ କରିବା+କର୍ତ୍ତୃ. କ୍ୱିପ୍) — ଚନ୍ଦ୍ର — The moon
  • ସଂ. ବି. (କଳା+ଭୃ ଧାତୁ=ପୋଷଣ କରିବା+କର୍ତ୍ତୃ. କ୍ୱିପ୍) — ଶିଳ୍ପୀ — An artisan
  • ସଂ. ବି. (କଳା+ଭୃ ଧାତୁ=ପୋଷଣ କରିବା+କର୍ତ୍ତୃ. କ୍ୱିପ୍) — (ଏ ମସ୍ତକରେ ଚନ୍ଦ୍ରକଳା ଧାରଣ କରିବାକୁ) ଶିବ — A name of Ṡiba