କଳାବେଠିଆ Kaḻābeṭhiā

  • ପ୍ରାଦେ. (ପୁରୀ) ବି. (ସଂ. କାଳ+ପୃଷ୍ଠ; ଏମାନେ କୃଷ୍ଣବର୍ଣ୍ଣ ଥିବାରୁ ଓ ଏମାନେ ଅନାବୃତ ଦେହରେ ରଥଟାଣିବା ବେଳେ ଏମାନଙ୍କର କଳାପିଠି ଦେଖାଯାଉ ଥିବାରୁ ଏହି ନାମ) — ପୁରୀ ଜଗନ୍ନାଥଙ୍କ ରଥ ଟାଣିବା ନିମନ୍ତେ ନିଯୁକ୍ତ ପୁରୀରେ ବହୁକାଳରୁ ରହିଥିବା ଶବର ଜାତିବିଶେଷ — A caste of Ṡabaras who have long settled in Puri and who are employed in dragging the cars during the Car festival