କଳାବୁଲିଯିବା Kaḻā bulij̄ibā
- ଦେ. ବି — ବୁଣା ହୋଇଥିବା ଧାନଗଛମାନ ବେଉଷଣ ପରେ ଚିକ୍କଣ କୃଷ୍ଣବର୍ଣ୍ଣ ଦେଖାଯିବା — The black and glossy apperance of paddy plants some days after puddling
- ଦେ. ବି — ଶୁଆଙ୍କ ବୟସ ବେଶୀ ହେବା ସଙ୍ଗେ ସଙ୍ଗେ କୃଷ୍ଣବର୍ଣ୍ଣ ରେଖା କଣ୍ଠରେ ଚାରିପାଖରେ ପ୍ରକାଶ ପାଇବା — The apperance of a black line round the neck of full grown parrots