କଳାବୁକୁ Kaḻābuku

  • ଦେ. ବି. (ସଂ. କାଳେୟକ) — କଲିଜା (ଦେଖ) — Kalijā (See)
  • ଦେ. ବି. (ସଂ. କାଳେୟକ) — (ଲକ୍ଷଣାର୍ଥ) ଅତି ପ୍ରିୟ ବ୍ଯକ୍ତି — A beloved person
  • ଦେ. ବି. (ସଂ. କାଳେୟକ) — ହୃଦେ ଲଗାଇ ବୋଇଲେ ତୁ ମୋ କଳାବୁକୁ। ସାରଳା, ମହାଭାରତ।