କଳାପାତି Kaḻāpāti

  • ଦେ. ବି. (ସଂ. କାଳ+ପାତ୍ର) — କଜଳପାତି ଚଢ଼େଇ — A species of black bird; the black Drongo
  • ଦେ. ବି. (ସଂ. କାଳ+ପାତ୍ର) — କଜ୍ଜ୍ୱଳ ବା ନେତ୍ରା଼ଞ୍ଜନ ରଖିବାର ଆଧାର; କଜଳପାତି — A receptacle for storing collyrium
  • ବୈଦେ. ବି (ପର୍ଟୁଗୀଜ୍. କଲଫେଟର—ହି. ଶବ୍ଦସାଗର) — ଜାହାଜ ବା ନୈକାର ପଟାମାନଙ୍କ ସନ୍ଧିରେ ବା ଫାଟରେ ପିଚୁ ବା ପୁଟିନ୍ ବା ତରଳା ଝୁଣା ବା ଅସ୍ତା ବାଡ଼େଇ ଫାଟ ବନ୍ଦ କରିବା କର୍ମ — Caulking; stopping up of the seams of ships and Boats