କଳାପାଣି Kaḻāpāṇi

  • ଦେ. ବି. (ହି. କାଳ+ପାନୀୟ) — କୃଷ୍ଣବର୍ଣ୍ଣ ଜଳୀୟ ପଦାର୍ଥ — Black liquid
  • ଦେ. ବି. (ହି. କାଳ+ପାନୀୟ) — ଛି! ଛି! ଛି! ଖାଇବି ନାହିଁଲୋ, କଳାପାଣି ପରି ଦିଶେ। ଏ କଳାପାଣିରୁ ମୁନ୍ଦିଏ ପଡ଼ିଲେ ଚଉଦଭୁବନ ଦିଶେ। ତାଡ଼ିପିଆ ଘୁମୁରା ଗୀତ ।
  • ଦେ. ବି. (ହି. କାଳ+ପାନୀୟ) — ଉପକୂଳଠାରୁ ଦୂରରେ ଥିବା ସମୁଦ୍ରର ଗଭୀର ଅଂଶ; ମଝିଦରିଆ (ଏହା ଗଭୀରତା ଯୋଗୁଁ କଳା ଦେଖା ଯିବାରୁ) — Deep ocean; mid-ocean
  • ଦେ. ବି. (ହି. କାଳ+ପାନୀୟ) — ଆଣ୍ଡାମାନ୍, ନିକୋବର ଆଦି ଦ୍ୱୀପପୁଞ୍ଜ — The Andamans (archipelago)
  • ଦେ. ବି. (ହି. କାଳ+ପାନୀୟ) — [ଦ୍ର—ଆଣ୍ଡାମାନ ଦ୍ୱୀପପୁଞ୍ଜର ଚାରିପାଖେ ଥିବା ଜଳ ଅତି ଗଭୀର ଥିବାରୁ ପାଣି କଳା ଦେଖାଯାଏ; ଏଥିପାଇଁ ଏହି ନାମ।]
  • ଦେ. ବି. (ହି. କାଳ+ପାନୀୟ) — ଗୁରୁତର ଅପରାଧୀଙ୍କ ପ୍ରତି ପ୍ରଦତ୍ତ ଆଣ୍ଡାମାନକୁ ପଠା— ଯିବାରୂପ ଦ୍ୱୀପାନ୍ତର ଦଣ୍ଡ — Exile or transportation to the Andamans (awarded as a punishment in India
  • ଦେ. ବି. (ହି. କାଳ+ପାନୀୟ) — [ଦ୍ର—ଇଂରାଜଙ୍କର ଭାରତବର୍ଷ ଅଧିକାର କରିବା କାଳରୁ ଦ୍ୱୀପାନ୍ତରଦଣ୍ଡରେ ଦଣ୍ଡିତ ଅପରାଧିଙ୍କୁ ଆଣ୍ଡାମାନ୍କୁ ପଠାଯାଏ।]