କଳାପର୍ବତ Kaḻāparbata

  • ଦେ. ବି — କଳାପାହାଡ଼ (ଦେଖ) — Kaḻāpāhṟḍ̠a (See)
  • ଦେ. ବି — ସେ କର୍ମ କିଛିଦିନ ସହି, କଳାପର୍ବତ ନାମ ବହି। ଭୂପତି—ପ୍ରେମପଞ୍ଚାମୃତ।
  • ଦେ. ବି — ନୀଳାଚଳ; ଶ୍ରୀକ୍ଷେତ୍ର; ପୁରୁଷୋତ୍ତମ କ୍ଷେତ୍ର — A name of the sacred place of Puri
  • ଦେ. ବି — କଳାପର୍ବତ ନାୟକ ନିତ୍ୟକୃତ୍ୟରେ ପରବେଶ। ଦୀନକୃଷ୍ଣ, ରସକଲ୍ଲୋଳ।