କଳାନିଧିବହନବଳାପହ Kaḻānidhibahanabaḻāpaha

  • ସଂ. ବି. (ଉପପଦ ଓ 6 ଷ୍ଠୀ ତତ୍; କଳାନିଧି +ବହନ+ବଳାପହ) — (ଶିବଶତ୍ରୁ) ମଦନ; କାମଦେବ — Cupid
  • ସଂ. ବି. (ଉପପଦ ଓ 6 ଷ୍ଠୀ ତତ୍; କଳାନିଧି +ବହନ+ବଳାପହ) — କଳାନିଧି ବହନ କଳାପହ କଦନ ପଳାଉ ଧନରେ । କବିସୂର୍ଯ୍ୟ—ସଙ୍ଗୀତ।