କଳାଧାତୁରା Kaḻādhāturā

  • ଦେ. ବି (ସଂ. କାଳ+ଧୁସ୍ତୂର) — ବାଇଁଗଣୀ ରଙ୍ଗର ଫୁଲ ଓ କଳା ଡେମ୍ଫବିଶିଷ୍ଟ ଧାତୁରା ଗୁଳ୍ମ (ଧାତୁରା ଦେଖ) — The violet-flowered variety of Thorn-apple plant; Datura Fastuasa