କଳାକୁଶଳ Kaḻākuṡaḻa

  • ସଂ. ବିଣ.ପୁଂ ( 7 ମୀ ତତ୍; କଳା=କଳାବିଦ୍ୟା+ କୁଶଳ) — ନୃତ୍ୟ ଗୀତାଦି କଳାବିଦ୍ୟାରେ ନିପୁଣ — Versed in the fine arts; skilled in the elegant arts