କଳାକାହ୍ନୁ Kaḻākāhnu

  • ଦେ. ବି (ସଂ. କାଳ=କାଳ+ସଂ. କୃଷ୍ଣ=ପ୍ରା. କାହ୍ନ; ଏହାଙ୍କୁ ଦେହ ଶ୍ୟାମଳ ଥିବାରୁ) ଶ୍ରୀକୃଷ୍ଣଙ୍କ ନାମ — 1. A name of Ṡrīkṛushṇa (on account of his dark complexion)
  • ଦେ. ବି (ସଂ. କାଳ=କାଳ+ସଂ. କୃଷ୍ଣ=ପ୍ରା. କାହ୍ନ; ଏହାଙ୍କୁ ଦେହ ଶ୍ୟାମଳ ଥିବାରୁ) ଏକ ଜାତୀୟ ଶାରଦ ଧାନ — A kind of winter-paddy