କଳା ବୁଢ଼ିଆଣୀ Kaḻā buṟḍ̲ẖiāṇī
- ପ୍ରାଦେ. (ଗଡ଼ଜାତ) ବି — ପକ୍ଷୀବିଶେଷ — A kind of bird
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏ ପକ୍ଷୀ କଳା ରଙ୍ଗର ଶାଗୁଣା ପରି। ଏ ପର୍ବତ ଉପରେ ବହୁ ଉଚ୍ଚ ଗଛରେ ବସା ବାନ୍ଧି ପିଲା କରେ। ଏ ପକ୍ଷୀ ଦେଢ଼ ଫୁଟ ଉଚ୍ଚ। ଏହାର ବେକ ଲମ୍ବ ଏବଂ ଗୋଡ଼ ମୋଟ ଓ ଡେଙ୍ଗା। ପ୍ରବାଦ ଅଛି ଯେ ରାତି ଅଧରେ କଳା ବୁଢ଼ିଆଣୀ ବସା ବାନ୍ଧି— ଥିବା ଗଛ ମୂଳରୁ ଟିକିଏ ମାଟି ଆଣିଲା ବେଳେ ଯେବେ ସେ ପକ୍ଷୀ ନ ବୋବାଏ ତେବେ ସେହି ମାଟି ଡେଉଁରିଆରେ ପୁରାଇ ପିନ୍ଧି ଚୋରି କରିବାକୁ ଯିବା ବ୍ଯକ୍ତିକୁ କେହି ଧରି ପାରନ୍ତି ନାହିଁ।]