କଳା ଇନ୍ଦୀବର Kaḻā indībara

  • ଦେ. ବି (ସଂ. କାଳ ଓ ଇନ୍ଦୀବର) — ଗାଢ଼ନୀଳବର୍ଣ୍ଣର କଇଁଫୁଲ — Deep-blue lotus
  • ଦେ. ବି (ସଂ. କାଳ ଓ ଇନ୍ଦୀବର) — କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦୀବର ଆରତିରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ।