କଳହାନ୍ତରିତା Kaḻahāntaritā
- ସଂ. ବିଣ. ସ୍ତ୍ରୀ. (କଲହ+ଅନ୍ତର+ଇତ+ଆ) — ନାଟ୍ୟଶାସ୍ତ୍ରୋକ୍ତ ନାୟିକାବିଶେଷ; ନାୟକ ବା ସ୍ୱାମୀ ସହିତ କଳହ କରି ପରେ ଅନୁତପ୍ତା (ନାୟିକା) — A class of heroines in dramatic works; (a woman) regretting afterwards after having quarrelled with her husband or sweet-heart
- ସଂ. ବିଣ. ସ୍ତ୍ରୀ. (କଲହ+ଅନ୍ତର+ଇତ+ଆ) — ପାଶ୍ଚତ୍ତାପ ହେଲା ମୋର, ଏବେ କଳହାନ୍ତରିତା ନାରୀ ପରକାର। ଭଞ୍ଜ, ପ୍ରେମସୁଧାନିଧି।