କଳଶାଇବା Kaḻaṡāibā
- ଦେ. କ୍ରି — (ବଢେଇମାନେ) ଦୁଇଖଣ୍ଡି ପଟାକୁ ଯୋଡ଼ିଲା ବେଳେ ତହିଁର ଯୋଡ଼ାଫାଙ୍କକୁ ନିବୁଜ୍ କରିବା ମାନସରେ ଛୋଟ ନିହାଣ ଦ୍ୱାରା ଏକ ପଟାର ଉପରପାଖ ଦାଢ଼ରୁ ଅଧେ ତାଞ୍ଛି ଆର ପଟାର ଢଳଦାଢ଼ ଅଧେ ତାଞ୍ଛି ଦୁଇ ପଟାର ଢଞ୍ଚା ଅଂଶ ଦ୍ୱୟକୁ ଉପରତଳ କରି ଚଢ଼ାଇ ଦେବା — To cause two wooden planks to fit into each other tightly by making half-grooves in both