କଳଶ ବସାଇବା Kaḻaṡa basāibā

  • ଦେ. କ୍ରି — ବୈଦିକ କ୍ରିୟା ବା ମାଙ୍ଗଳିକ ଅନୁଷ୍ଠାନରେ ସର୍ବାଦୌ ପୂର୍ଣ୍ଣକୁମ୍ଭ ସ୍ଥାପନ କରିବା — To set up a pitcher filled with water on starting festive or ceremonious rituals
  • ଦେ. କ୍ରି — ମାଙ୍ଗଳିକ ଉତ୍ସବରେ ଗୃହ ସମ୍ମୁଖରେ ବା ଦିହୁଡ଼ିର ଦୁଇ ପାଖରେ ଶୁଭସୂଚକ ପୂର୍ଣ୍ଣକୁମ୍ଭ ସ୍ଥାପନ କରିବା — To place pitchers filled with water in front of the door on festive occasions