କଳଶ ଢାଳିବା Kaḻaṡa ḍhālibā

  • ଦେ. କ୍ରି. — ସ୍ନାନାର୍ଥ ଅନ୍ଯ ବ୍ଯକ୍ତି ଉପରେ କଳଶରୁ ଜଳ ଅଜାଡ଼ିବା — To pour out water over a person from a pitcher
  • ଦେ. କ୍ରି. — [ଦ୍ର—ପ୍ରକୃତ କଳଶ ଢଳା ଯାଏ ନାହିଁ; କଳଶରୁ ପାଣି ଢଳା ଯାଏ।]