କଳମ୍ବ Kaḻamba
- ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅମ୍ବ) — ବାଣ; ଶର — Arrow
- ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅମ୍ବ) — ଟାଣେ ବିନ୍ଧେ ଶମ୍ବ ସଦୃଶ କଳମ୍ବ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଟ ଗୀତ।
- ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅମ୍ବ) — ଶାଗର ଡେମ୍ପ ବା ଡାଙ୍ଗ — The stalk of a pot-herb
- ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅମ୍ବ) — କଳମ ଦେ. 1 (ଦେଖ) — କଳମ ଦେ.1(ଦେଖ). Kaḻama 1 (See)
- ସଂ. ବି. (କଡ଼ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅମ୍ବ) — କଦମ୍ବ ଗଛ — Anthocephalus Cadamba (tree)