କଳନ୍ତର Kaḻāntara

  • ଦେ. ବି. (ସଂ. କଳାନ୍ତର) — ଋଣ ଦିଆଯିବା ଧନ ଉପରେ ହେବା ସୁଧ; କୁସୀଦ — Interest on money lent
  • ଦେ. ବି. (ସଂ. କଳାନ୍ତର) — ବୃଦ୍ଧି କଳନ୍ତର ହୋଇ ପ୍ରବର୍ତ୍ତି। ଭଞ୍ଜ, ବୈଦେହୀଶବିଳାସ।