କଳନା ପଡ଼ିବା Kaḻanā paṟḍ̠ibā

  • ଦେ. କ୍ରି — ଚିହ୍ନା ପଡ଼ିବା; ଜଣା ପଡ଼ିବା — To be known
  • ଦେ. କ୍ରି — ଲଳନା ରତନ କଳନା ନ ପଡ଼ି କଳା ନାଗବଲ୍ଲୀ ଗେଲେ ମାଗୁ। କବିସୂର୍ଯ୍ୟ, ସଙ୍ଗୀତ।