କଳକଳାୟମାନ Kaḻakaḻāyamāna

  • ସଂ. ବିଣ. (କଳକଳ+କର୍ତ୍ତୃ. ମାନ) — କଳକଳ ଶବ୍ଦ କରୁଥିବା — Making a gurgling noise
  • ସଂ. ବିଣ. (କଳକଳ+କର୍ତ୍ତୃ. ମାନ) — କୋଳାହଳ ଧ୍ୱନି କରୁଥିବା — Producing a confused noise