କଲ୍ୟାଣାସ୍ପଦ Kalyāṇāspada

  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; କଲ୍ୟାଣ+ଆସ୍ପଦ) — କଲ୍ୟାଣ ପାଇବାର ଯୋଗ୍ୟ — Deserving bliss or blessing
  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; କଲ୍ୟାଣ+ଆସ୍ପଦ) — ଯାହାକୁ କଲ୍ୟାଣ କରାଯାଏ — Blessed