କଲ୍ୟାଣମୟ Kalyāṇamaya

  • ସଂ. ବିଣ. ପୁଂ (କଲ୍ୟାଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ମଙ୍ଗଳମୟ; ଶୁଭପୂର୍ଣ୍ଣ — Full of bliss
  • ସଂ. ବିଣ. ପୁଂ (କଲ୍ୟାଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ଶୁଭକର — Beneficial
  • ସଂ. ବିଣ. ପୁଂ (କଲ୍ୟାଣ+ପ୍ରାଚୁର୍ଯ୍ୟାର୍ଥେ ମୟ) — ସୌଭାଗ୍ୟଶାଳୀ — Lucky; fortunate