କଲ୍ୟାଣପ୍ରଦ Kalyāṇaprada

  • ସଂ. ବିଣ. ପୁଂ. (କଲ୍ୟାଣ+ପ୍ର+ଦା ଧାତୁ+କର୍ତ୍ତୃ. ଅ) — ସୁଖପ୍ରଦ; ଶୁଭକର; ମଙ୍ଗଳକର — Auspicious; beneficial; propitious
  • ସଂ. ବିଣ. ପୁଂ. (କଲ୍ୟାଣ+ପ୍ର+ଦା ଧାତୁ+କର୍ତ୍ତୃ. ଅ) — ସମୃଦ୍ଧିଜନକ — Tending to bring prosperity