କଲ୍ୟାଣକର Kalyāṇakara

  • ସଂ. ବିଣ (କଲ୍ୟାଣ+କୃ ଧାତୁ+କର୍ତ୍ତୃ. ଅ) — ମଙ୍ଗଳକର — Calculated to do good; beneficial
  • ସଂ. ବିଣ (କଲ୍ୟାଣ+କୃ ଧାତୁ+କର୍ତ୍ତୃ. ଅ) — ମଙ୍ଗଳସୂଚକ — Auspicious; propitious