କଲ୍ୟବର୍ତ୍ତ Kalyabartta

  • ସଂ. ବି. (କଲ୍ୟ+ବୃତ ଧାତୁ=ବର୍ତ୍ତମାନଥିବା+କର୍ତ୍ତୃ. ଅ) — ସକାଳ ଭୋଜନ — Breakfast (M.W.)
  • ସଂ. ବି. (କଲ୍ୟ+ବୃତ ଧାତୁ=ବର୍ତ୍ତମାନଥିବା+କର୍ତ୍ତୃ. ଅ) — ଜଳଖିଆ — Light meal
  • ସଂ. ବି. (କଲ୍ୟ+ବୃତ ଧାତୁ=ବର୍ତ୍ତମାନଥିବା+କର୍ତ୍ତୃ. ଅ) — ସାମାନ୍ୟ ବିଷୟ — A trifle