କଲ୍ଲୋଳ Kalloḻa

  • ସଂ. ବି. (କଲ୍ଲ ଧାତୁ=ଅବ୍ୟକ୍ତ ଶବ୍ଦ କରିବା+କର୍ତ୍ତୃ. ଓଳ) — ମହାତରଙ୍ଗ; ଢେଉ — Billow; high wave
  • ସଂ. ବି. (କଲ୍ଲ ଧାତୁ=ଅବ୍ୟକ୍ତ ଶବ୍ଦ କରିବା+କର୍ତ୍ତୃ. ଓଳ) — କଲ୍ଲୋଳେ ହେଉଛି ଆନ୍ଦୋଳ। ମହାଦେବ, ମାର୍କଣ୍ଡେୟ ପୁରାଣ।
  • ସଂ. ବି. (କଲ୍ଲ ଧାତୁ=ଅବ୍ୟକ୍ତ ଶବ୍ଦ କରିବା+କର୍ତ୍ତୃ. ଓଳ) — ସମୁଦ୍ର ତରଙ୍ଗଜନିତ ଗର୍ଜନ — The roaring of the sea (due to waves)
  • ସଂ. ବି. (କଲ୍ଲ ଧାତୁ=ଅବ୍ୟକ୍ତ ଶବ୍ଦ କରିବା+କର୍ତ୍ତୃ. ଓଳ) — ଆନନ୍ଦ; ହର୍ଷ — Joy; pleasure; delight
  • ସଂ. ବି. (କଲ୍ଲ ଧାତୁ=ଅବ୍ୟକ୍ତ ଶବ୍ଦ କରିବା+କର୍ତ୍ତୃ. ଓଳ) — ଶତ୍ରୁ — An enemy
  • ସଂ. ବି. (କଲ୍ଲ ଧାତୁ=ଅବ୍ୟକ୍ତ ଶବ୍ଦ କରିବା+କର୍ତ୍ତୃ. ଓଳ) — ଖେଳକୁଦ; କୁଦାକୁଦି; ଖେଳରେ ଦଉଡ଼ାଦଉଡ଼ି — Gambol; recreation (M.W.)
  • ସଂ. ବିଣ — ଶତ୍ରୁଭାବାପନ୍ନ — Hostile; inimical
  • ଦେ. ବି — ଆନନ୍ଦ ଧ୍ୱନି — Exclamation of joy or delight
  • ଦେ. ବି — କୋଳାହଳ — Noise; brawling noise; tumult
  • ଦେ. ବିଣ — ଆନନ୍ଦୋତ୍ଫୁଲ୍ଲ; ହର୍ଷୋତ୍ଫୁଲ୍ଲ; ହର୍ଷଗଦ୍ଗଦ — Overjoyed; delighted; dancing with joy; elated with joy
  • ଦେ. ବିଣ — କୋଳାହଳମୟ — Resounding with brawling sound; filled with reverberating sound; tumultuous