କଲ୍ଲୋଳିତ Kalloḻita

  • ସଂ. ବିଣ (କଲ୍ଲୋଳ+ସଂଜାତାର୍ଥେ. ଇତ) — ତରଙ୍ଗାୟିତ — Billowy
  • ସଂ. ବିଣ (କଲ୍ଲୋଳ+ସଂଜାତାର୍ଥେ. ଇତ) — ତରଙ୍ଗଦ୍ୱାରା ଆଲୋଡ଼ିତ — Full of waves; agitated