କଲ୍ଲୋଳିନୀ Kalloḻinī

  • ସଂ. ବି. ସ୍ତ୍ରୀ. (କଲ୍ଲୋଳ+ଅଛି ଅର୍ଥରେ. ଇନ୍+ସ୍ତ୍ରୀ. ଈ) — ନଦୀ — River
  • ସଂ. ବି. ସ୍ତ୍ରୀ. (କଲ୍ଲୋଳ+ଅଛି ଅର୍ଥରେ. ଇନ୍+ସ୍ତ୍ରୀ. ଈ) — ତରଙ୍ଗଯୁକ୍ତ ନଦୀ — A surging stream (M.W.)