କଲେକ୍ଟର Kalekṭar

  • ବୈଦେ. (ଇଂ. କଲେକଟର୍) ବି — ଜିଲ୍ଲାର ଶାସନ ବିଭାଗର ପ୍ରଧାନ ରାଜକର୍ମଚାରୀ — Collector; The executive head of a district
  • ବୈଦେ. (ଇଂ. କଲେକଟର୍) ବି — ରାଜସ୍ୱ ଆଦାୟକାରୀ କର୍ମଚାରୀ — A collector of rent
  • ବୈଦେ. (ଇଂ. କଲେକଟର୍) ବି — [ଦ୍ର—ଏହି ଇଂରାଜି ଶବ୍ଦ ସଙ୍ଗେ ଅନ୍ଯ ଇଂରାଜି ଶବ୍ଦଯୁକ୍ତ ଶବ୍ଦମାନ ଭାଷାରେ ବିକୃତ ଓ ଅବିକୃତ ହୋଇ ଚଳେ। ଯଥା— ଡେପୁଟି କଲେକ୍ଟର; ଟାକ୍ସ୍ କଲେକ୍ଟର; ସବକଲେକ୍ଟର; ସବ୍ଡେପୁଟି କଲେକ୍ଟର।]