କଲୁରିଗଛି Kalurigachhi

  • ଗ୍ରା. ବି (ସ୍ନେହସୂଚକ ପ୍ରୟୋଗ; କାହାଣୀରେ ବ୍ଯବହୃତ) — କଲୁରିଗଛ (ଦେଖ) — Kalurigachha (See)
  • ଗ୍ରା. ବି (ସ୍ନେହସୂଚକ ପ୍ରୟୋଗ; କାହାଣୀରେ ବ୍ଯବହୃତ) — ବଞ୍ଚିଥାଉ ମୋ କଲୁରିଗଛି, କଲୁରି ଥିଲେ ମୋ ତିଅଣ ଅଛି—ଶିଶୁବଚନ, ଢଗ