କଲିଆ Kaliā

  • ଦେ. ବିଣ — କଲିଯୁକ୍ତ; କ୍ରମଶଃ ସୂକ୍ଷ୍ମ ହୋଇ ନିମ୍ନକୁ ଝୁଲିଥିବା — With parts hanging down and tapering to a point
  • ପ୍ରାଦେ. (ସମ୍ବଲପୁର) ବିଣ — କାଳିଆ; କୃଷ୍ଣବର୍ଣ୍ଣବିଶିଷ୍ଟ — Of black colour