କଲାୟ Kalāya

  • ସଂ. ବି. (କ=ବାୟୁ+ଲା=ଗ୍ରହଣ କରିବା+କର୍ତ୍ତୃ. ୟ) — [ଦ୍ର—ଏହା ଡାଲି ହୁଏ। ବଙ୍ଗଳାରେ ଏହାକୁ କଡ଼ାଇଡାଲ୍ କହନ୍ତି।]
  • ସଂ. ବି. (କ=ବାୟୁ+ଲା=ଗ୍ରହଣ କରିବା+କର୍ତ୍ତୃ. ୟ) — ମଟର — Peas
  • ସଂ. ବି. (କ=ବାୟୁ+ଲା=ଗ୍ରହଣ କରିବା+କର୍ତ୍ତୃ. ୟ) — ବଡ଼ଚଣା (ହରେକୃଷ୍ଣ ଦ୍ରବ୍ଯଗୁଣ) — A large variety of oats