କଲରାପତ୍ରିଆ Kalarāpatriā

  • ଦେ. ବି. (ସଂ. କାରବେଲ୍ଲ+ପତ୍ର) — ଚିତାବାଘ — Leopard; Felis Pardus
  • ଦେ. ବି. (ସଂ. କାରବେଲ୍ଲ+ପତ୍ର) — (ଦ୍ର—ଏ ବାଘ ଦେହରେ କଲରାପତ୍ର ଆକୃତିର ମନ୍ଦାମନ୍ଦା କଳା ଛପାଛପା ଦାଗ ଥାଏ।)
  • ଦେ. ବିଣ. — କଲରା ପତ୍ର ପରି ଚିହ୍ନଯୁକ୍ତ — Having spots resembling the leaves of the Memordica creeper