କଲମ ବଜାୟ୍ ରହିବା Kalama bajāy rahibā

  • ଦେ. ବି—(ଆଶୀର୍ବାଦାର୍ଥକ) — ହାକିମ କାର୍ଯ୍ୟ ଓ ଅଧିକାର ଚିରକାଳ ଅକ୍ଷୁର୍ଣ୍ଣ ରହିବା (ଯଥା—ବାବୁ! ଆପଣଙ୍କର କଲମ ବଜାୟ୍ ରହୁ!) — (Used in blessing) Penmanship or power with the pen or position or power to continue for ever