କର୍ମାତ୍ମ Karmātma
- ସଂ. ବିଣ. (ବହୁବ୍ରୀହି; କର୍ମ+ଆତ୍ମନ୍; 1 ମା. 1 ବ) — କର୍ମ କରିବାରେ ଅଭ୍ୟସ୍ତ — One whose character is action
- ସଂ. ବିଣ. (ବହୁବ୍ରୀହି; କର୍ମ+ଆତ୍ମନ୍; 1 ମା. 1 ବ) — କର୍ମରେ ତତ୍ପର — Active
- ସଂ. ବିଣ. (ବହୁବ୍ରୀହି; କର୍ମ+ଆତ୍ମନ୍; 1 ମା. 1 ବ) — କର୍ମସାଧନରେ ଦୃଢ଼ନୀତିର ବଶବର୍ତ୍ତୀ — Following fixed principles of action