କର୍ମସାକ୍ଷୀ Karmasākshī

  • ସଂ. ବି. ପୁଂ. (କର୍ମନ୍+ସାକ୍ଷିନ୍ 1 ମା. 1 ବ.) — ଯେଉଁ ସାକ୍ଷୀ କୌଣସି କର୍ମକୁ ନିଜେ ଦେଖିଥାଏ — An eye-witness of an occurrence.>2 ଯେଉଁ ଦେବତାମାନେ ମନୁଷ୍ୟର ପାପ ଓ ପୁଣ୍ଯ କର୍ମମାନ ଦେଖନ୍ତି—2. The Deities who witness the good and bad actions of men
  • ସଂ. ବି. ପୁଂ. (କର୍ମନ୍+ସାକ୍ଷିନ୍ 1 ମା. 1 ବ.) — [ଦ୍ର—ସୂର୍ଯ୍ୟଃ ସୋମୋ ଯମଃ କାଳୋ ମହାଭୂତାନି ପଞ୍ଚ ଚ, ଏତେ ଶୁଭାଶୁଭସ୍ୟେହ କର୍ମଣୋ ନବ ସାକ୍ଷିଣଃ; ସୂର୍ଯ୍ୟ, ଚନ୍ଦ୍ର, ଯମ, କାଳ, ପଞ୍ଚମହାଭୂତ ଏମାନେ ଶାସ୍ତ୍ର ଅନୁସାରେ କର୍ମସାକ୍ଷୀ ରୂପେ କଳ୍ପିତ।