କର୍ମନିଷ୍ଠ Karmanishṭha

  • ସଂ. ବିଣ. ,ପୁଂ. (ବହୁବ୍ରୀହି; କର୍ମ+ନିଷ୍ଠା) — କର୍ମରେ ନିଷ୍ଠାପର ଭାବରେ ପ୍ରବୃତ୍ତ (ବ୍ଯକ୍ତି) — Engaged with devotion in active duties
  • ସଂ. ବିଣ. ,ପୁଂ. (ବହୁବ୍ରୀହି; କର୍ମ+ନିଷ୍ଠା) — କର୍ମଣ୍ୟ; ବେଦୋକ୍ତ କର୍ମକାଣ୍ଡରେ ପ୍ରବୃତ୍ତି — Engaged in duly performing the Vedic rites and ceremonies
  • ସଂ. ବିଣ. ,ପୁଂ. (ବହୁବ୍ରୀହି; କର୍ମ+ନିଷ୍ଠା) — କୌଣସି କାର୍ଯ୍ୟରେ ବ୍ରତୀ — Tenaciously pursuing a course of action