କର୍ମନାଶ Karmanāṡa

  • ସଂ. ବି. — କର୍ମଧ୍ୱଂସ (ଦେଖ) — Karmadhwaṁsa (See)
  • ଦେ. ବି. (ନାମ) ବ୍ରହ୍ମାଙ୍କ ପୁତ୍ରବିଶେଷ — The name of a son of Brahmā
  • ଦେ. ବି. (ନାମ) କର୍ମନାଶ ବୋଲିକରି ବ୍ରହ୍ମାଙ୍କ କୁମର— ମହାଦେବ, ମାର୍କଣ୍ଡେୟପୁରାଣ।