କର୍ମଦୋଷ Karmadosha
- ସଂ. ବି. ( 6 ଷ୍ଠୀ ତତ୍; କର୍ମନ୍+ଦୋଷ) — କାର୍ଯ୍ୟ କରିବାରେ ତ୍ରୁଟି ବା ଭ୍ରାନ୍ତି — An error or blunder in the performance of a work
- ସଂ. ବି. ( 6 ଷ୍ଠୀ ତତ୍; କର୍ମନ୍+ଦୋଷ) — ଆପଣା କୃତ କାର୍ଯ୍ୟରେ ମନ୍ଦ ଫଳ — Evil consequences of one's own act
- ସଂ. ବି. ( 6 ଷ୍ଠୀ ତତ୍; କର୍ମନ୍+ଦୋଷ) — ଭାଗ୍ୟଦୋଷ; ଭାଗ୍ୟବିପର୍ଯ୍ୟୟ — Bad luck; ill fate; irony of fate
- ସଂ. ବି. ( 6 ଷ୍ଠୀ ତତ୍; କର୍ମନ୍+ଦୋଷ) — ପୂର୍ବଜନ୍ମକୃତ ପାପ — Sins committed in previous existence