କର୍ମଦେବୀ Karma Devī

  • ଦେ. ବି. (ନାମ) — ଇତିହାସପ୍ରସିଦ୍ଧ ଚିତୋରର ରାଜା ସମରସିଂହଙ୍କର ଜଣେ ରାଣୀ — The name of a queen of Chitor
  • ଦେ. ବି. (ନାମ) — [ଦ୍ର—ତିରୋରୀ ଯୁଦ୍ଧ ( 1193 ଖ୍ରୀ) ରେ ସମରସିଂହ ସ୍ୱୀୟ ଶାଳକ ପୃଥ୍ୱୀରାଜଙ୍କ ସଙ୍ଗେ ରଣକ୍ଷେତ୍ରରେ ନିହତ ହେଲେ। ଏଥି ପରେ ମହମ୍ମଦ ଘୋରୀ ତାଙ୍କ ସେନାପତି କୁତବ୍ଉଦ୍ଦିନଙ୍କୁ ମୋଗଲ ରାଜ୍ୟ ଅଧିକାର କରିବାକୁ ପଠାଇଲେ। ଏହି ସମୟରେ କର୍ମଦେବୀ ପୁରୁଷ ବେଶରେ ଯୁଦ୍ଧସଜ୍ଜା କରି ରାଜପୁତ ସେନାର ସେନାପତ୍ୟ ଗ୍ରହଣ କରି କୁତବ୍ଉଦ୍ଦିନଙ୍କୁ ପରାସ୍ତ କଲେ ଓ ତାଙ୍କୁ ସ୍ୱୀୟ ରାଜ୍ୟରୁ ତଡ଼ିଦେଲେ—ସୁବଳଚନ୍ଦ୍ର।] — [ଦ୍ର—ତିରୋରୀ ଯୁଦ୍ଧ (1193ଖ୍ରୀ) ରେ ସମରସିଂହ ସ୍ୱୀୟ ଶାଳକ ପୃଥ୍ୱୀରାଜଙ୍କ ସଙ୍ଗେ ରଣକ୍ଷେତ୍ରରେ ନିହତ ହେଲେ ଏଥି ପରେ ମହମ୍ମଦ ଘୋରୀ ତାଙ୍କ ସେନାପତି କୁତବ୍ଉଦ୍ଦିନଙ୍କୁ ମୋଗଲ ରାଜ୍ୟ ଅଧିକାର କରିବାକୁ ପଠାଇଲେ ଏହି ସମୟରେ କର୍ମଦେବୀ ପୁରୁଷ ବେଶରେ ଯୁଦ୍ଧସଜ୍ଜା କରି ରାଜପୁତ ସେନାର ସେନାପତ୍ୟ ଗ୍ରହଣ କରି କୁତବ୍ଉଦ୍ଦିନଙ୍କୁ ପରାସ୍ତ କଲେ ଓ ତାଙ୍କୁ ସ୍ୱୀୟ ରାଜ୍ୟରୁ ତଡ଼ିଦେଲେ—ସୁବଳଚନ୍ଦ୍ର]