କର୍ମତ୍ୟାଗ Karmatyāga

  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ତ୍ୟାଗ) — ଚାକିରି ଛାଡ଼ିବା; ଚାକିରିରୁ ଅବସର ନେବା — Retiremet from service
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ତ୍ୟାଗ) — ବୈଦିକ କର୍ମବିଧି ପରିତ୍ୟାଗ — Abandonment of the ceremonial acts prescribed in the Beda
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+ତ୍ୟାଗ) — ସାଂସରିକ କ୍ରିୟା ତ୍ୟାଗ କରିବା — Renunciation of wordly duties