କର୍ମଣ୍ୟା Karmaṇyā

  • ସଂ. ବି. (କର୍ମଣ୍ୟ+ଆ) — ବେତନ — Salary
  • ସଂ. ବି. (କର୍ମଣ୍ୟ+ଆ) — ମଜୁରି — Wages; hire
  • ସଂ. ବିଣ. ସ୍ତ୍ରୀ — କର୍ମଣ୍ୟର ସ୍ତ୍ରୀଲିଙ୍ଗ — Feminine of Karmaṇya