କର୍ମଣ୍ୟଭୁକ୍ Karmaṇyabhuk

  • ସଂ. ବି (କର୍ମଣ୍ୟ+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍; କର୍ମଣ୍ୟ ଭୁଜ୍ ଶବ୍ଦ 1 ମା. 1 ବ) — ବେତନ ଗ୍ରହଣ— ପୂର୍ବକ ଯେ କାର୍ଯ୍ୟ କରେ — Salaried servant; paid officer