କର୍ମକ୍ଳାନ୍ତ Karmakḻānta

  • ସଂ. ବିଣ. ପୁଂ. ( 3 ୟା ତତ୍; କର୍ମ+କ୍ଳାନ୍ତ) — କାମ କରିବା ଦ୍ୱାରା ଅବସାଦପ୍ରାପ୍ତ; କାର୍ଯ୍ୟ କରି ଥକି ଯାଇଥିବା (ବ୍ଯକ୍ତି) — (a person) Done up by excessive work; tired with work