କର୍ଫ୍ୟୁ Karphyu
- ବୈଦେ. ବି (ଇଂ. କର୍ଫିଉ) — ବିଶେଷ ବିପଦ ଆଶଙ୍କାରେ ରାତି 9 ଘଣ୍ଟା ପରେ ନଗରବାସୀ ସମସ୍ତଙ୍କ ଘରୁ ଆଲୋକ ଲିଭାଇବା ପାଇଁ ରାଜକୀୟ ଆଦେଶ ପ୍ରଚାରକ ଘଣ୍ଟା — ବିଶେଷ ବିପଦ ଆଶଙ୍କାରେ ରାତି9ଘଣ୍ଟା ପରେ ନଗରବାସୀ ସମସ୍ତଙ୍କ ଘରୁ ଆଲୋକ ଲିଭାଇବା ପାଇଁ ରାଜକୀୟ ଆଦେଶ ପ୍ରଚାରକ ଘଣ୍ଟା—The curfew bell