କର୍ପୋରେସନ୍ Karporesan

  • ବୈଦେ. ବି. (ଇଂ) — ଆଇନ ଅନୁସାରେ ଗଠିତ ସମ୍ପ୍ରଦାୟ ବା ସମିତିବିଶେଷ — Corporation)
  • ବୈଦେ. ବି. (ଇଂ) — ରେଙ୍ଗୁନ୍, କଲିକତା ଆଦି ବଡ଼ବଡ଼ ସହରର ମିଉନିସିପାଲିଟି — Municipalities of big towns (e.g. Calcutta, Rangoon.)